ଟେକନୋଲୋଜି

ବାପାଙ୍କ ସାଙ୍ଗରେ ପ୍ରାୟ ଘଣ୍ଟେ ହେଲାଣି ବ୍ୟାଙ୍କରେ ବସିଲିଣି । ଅପେକ୍ଷା କରୁ କରୁ ବିରକ୍ତ ମଧ୍ୟ ଲାଗିଲାଣି । ଯେତେ ବିରକ୍ତି ନିଜପାଇଁ ନୁହେଁ , ବାପାଙ୍କ ପାଇଁ ତାଠାରୁ ଅଧିକ । ଅପେକ୍ଷା କରିବାର ସୀମା ଟପି ଗଲାଣି Continue Reading

Posted On :